ଗଞ୍ଜାମ ଜିଲ୍ଲାରେ ପୁଣି ନାବାଳିକା ଦୁଷ୍କର୍ମ
ଗଂଜାମ, 1 ଜୁଲାଇ (ହି.ସ.) ଗୋଳନ୍ଥରା ଥାନା ଅଞ୍ଚଳରେ‌ ପୁଣି ଦୁଷ୍କର୍ମ। ଜଣେ‌ ଏଗାର‌ ଵର୍ଷିୟା ନାଵାଳିକାକୁ‌ ସେହି‌ ଗ୍ରାମର‌ ଜଣେ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହେବା ପରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ପୋଲିସ ଅଭିଯୁକ୍ତ ‌ଯୁବକକୁ ଗିରଫ କରିଛି ଓ କୋର୍ଟଚାଲାଣ କରିଛି। ‌ହିନ୍ଦୁସ୍ଥାନସମ
ଗଞ୍ଜାମ ଜିଲ୍ଲାରେ ପୁଣି ନାବାଳିକା ଦୁଷ୍କର୍ମ


ଗଂଜାମ, 1 ଜୁଲାଇ (ହି.ସ.) ଗୋଳନ୍ଥରା ଥାନା ଅଞ୍ଚଳରେ‌ ପୁଣି ଦୁଷ୍କର୍ମ। ଜଣେ‌ ଏଗାର‌ ଵର୍ଷିୟା ନାଵାଳିକାକୁ‌ ସେହି‌ ଗ୍ରାମର‌ ଜଣେ ଯୁବକ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହେବା ପରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ପୋଲିସ ଅଭିଯୁକ୍ତ ‌ଯୁବକକୁ ଗିରଫ କରିଛି ଓ କୋର୍ଟଚାଲାଣ କରିଛି। ‌ହିନ୍ଦୁସ୍ଥାନସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande