ପହଲଗାମରୁ ବାହାରିଲେ ଅମରନାଥ ତୀର୍ଥଯାତ୍ରୀଙ୍କ ଅଷ୍ଟମ ବ୍ୟାଚ
ପହଲଗାମ, 10 ଜୁଲାଇ (ହି.ସ.)- ଜମ୍ମୁ-କାଶ୍ମୀରର ପହେଲଗାମ ସ୍ଥିତ ନୁନୱାନ ଆଧାର ଶିବିରରୁ ଅମରନାଥ ତୀର୍ଥଯାତ୍ରୀମାନଙ୍କର ଅଷ୍ଟମ ବ୍ୟାଚ ଆଜି ସକାଳେ ବାହାରିଛନ୍ତି। ଦକ୍ଷିଣ କାଶ୍ମୀରରେ ୩,୮୮୦ ମିଟର ଉଚ୍ଚରେ ଅବସ୍ଥିତ ପବିତ୍ର ଗୁଫା ମନ୍ଦିରକୁ ୩୮ ଦିନ ଧରି ଚାଲିଥିବା ବାର
ପହଲଗାମରୁ ବାହାରିଲେ ଅମରନାଥ     ତୀର୍ଥଯାତ୍ରୀଙ୍କ ଅଷ୍ଟମ ବ୍ୟାଚ


ପହଲଗାମ, 10 ଜୁଲାଇ (ହି.ସ.)- ଜମ୍ମୁ-କାଶ୍ମୀରର

ପହେଲଗାମ ସ୍ଥିତ ନୁନୱାନ ଆଧାର ଶିବିରରୁ ଅମରନାଥ ତୀର୍ଥଯାତ୍ରୀମାନଙ୍କର ଅଷ୍ଟମ ବ୍ୟାଚ ଆଜି

ସକାଳେ ବାହାରିଛନ୍ତି। ଦକ୍ଷିଣ କାଶ୍ମୀରରେ ୩,୮୮୦ ମିଟର ଉଚ୍ଚରେ

ଅବସ୍ଥିତ ପବିତ୍ର ଗୁଫା ମନ୍ଦିରକୁ ୩୮ ଦିନ ଧରି ଚାଲିଥିବା ବାର୍ଷିକ ଅମରନାଥ ତୀର୍ଥଯାତ୍ରା ୩

ଜୁଲାଇରୁ ଆରମ୍ଭ ହୋଇଛି। ଏହାର ସମାପନ ୯ ଅଗଷ୍ଟରେ ହେବ।

ଅମରନାଥ ଯାତ୍ରା ଆରମ୍ଭ ହେବା

ସହିତ, ଜମ୍ମୁ ବେସ କ୍ୟାମ୍ପ ଏବଂ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ

ଶ୍ରଦ୍ଧାଳୁମାନଙ୍କ ପାଇଁ ଲଙ୍ଗର (ଖାଦ୍ୟ ବ୍ୟବସ୍ଥା) ହୋଇଛି। ଏହି ତୀର୍ଥଯାତ୍ରା ପହେଲଗାମ

ମାର୍ଗ (ଅନନ୍ତନାଗ ଜିଲ୍ଲା) ଏବଂ ବାଲଟାଲ ମାର୍ଗ (ଗନ୍ଦରବଳ ଜିଲ୍ଲା) ଦୁଇଟି ମାର୍ଗ ଦ୍ୱାରା ଯାତ୍ରା

ଚାଲିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande