ଲେଖାଶ୍ରୀଙ୍କୁ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ ପ୍ରତିବାଦରେ ବିଜେଡିର ବିକ୍ଷୋଭ
ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ବିଜେଡ଼ି ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ବିଜେଡିର ବିକ୍ଷୋଭ । ଭୁବନେଶ୍ଵର ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଯାଏ ପ୍ରତିବାଦ ରାଲି କରିଛି ବିଜେଡ଼ି। ଦଳର ମହିଳା ନେତ୍ର
ଲେଖାଶ୍ରୀଙ୍କୁ ବିଜେପି     ବିଧାୟକଙ୍କ ବିବାଦୀୟ ବୟାନ ପ୍ରତିବାଦରେ ବିଜେଡିର ବିକ୍ଷୋଭ


ଭୁବନେଶ୍ୱର, 10 ଜୁଲାଇ (ହି.ସ.)- ବିଜେଡ଼ି

ନେତ୍ରୀ ଲେଖାଶ୍ରୀଙ୍କୁ ନେଇ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ

ବିଜେଡିର ବିକ୍ଷୋଭ । ଭୁବନେଶ୍ଵର ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ଯାଏ ପ୍ରତିବାଦ ରାଲି

କରିଛି ବିଜେଡ଼ି। ଦଳର ମହିଳା ନେତ୍ରୀଙ୍କ ସହିତ ବହୁ ବରିଷ୍ଠ ନେତା ରାଲିରେ ସାମିଲ୍ ହୋଇ

ସନ୍ତୋଷ ଖଟୁଆଙ୍କ ଗିରଫଦାରି ଦାବି କରିଛନ୍ତି। ଭୁବନେଶ୍ଵର ଜିଲ୍ଲା ବିଜୁ ମହିଳା ଜନତା ଦଳ

ପକ୍ଷରୁ ପ୍ରତିବାଦ ରାଲି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande