ଭୁବନେଶ୍ୱର, ୧୦ ଜୁଲାଇ (ହି.ସ.) କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଜୁଏଲ ଓରାମ ଗୁରୁ ପୂର୍ଣିମା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ସାମାଜିକ ମାଧ୍ୟମ ମାଧ୍ୟମରେ ଏକ ଶୁଭେଚ୍ଛା ବାର୍ତା ଜାରି କରି ଶ୍ରୀ ଓରାମ କହିଛନ୍ତି,“ଆପଣମାନେ ସମସ୍ତଙ୍କୁ ଗୁରୁ ପୂର୍ଣିମାର ପବିତ୍ର ପର୍ବ ଅବସରରେ ମୋର ହାର୍ଦ୍ଦିକ ଅଭିନନ୍ଦନ। ଜ୍ଞାନ ଓ ଅନୁଶାସନର ଅମୂଲ୍ୟ ଉପହାର ଦେଇ ଜୀବନକୁ ସାର୍ଥକ କରିଥିବା ସମସ୍ତ ଆଦରଣୀୟ ଗୁରୁଜନଙ୍କୁ ସମ୍ମାନ ସହ ସାଦର ପ୍ରଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ