ଭୁବନେଶ୍ୱର, ୧୩ ଜୁଲାଇ (ହି.ସ.) ଫକୀରମୋହନ ସଂୟଶାସିତମହାବିଦ୍ୟାଳୟ (ବାଲେଶ୍ୱର) ର ଇଂଟିଗ୍ରେଟେଡବିଏଡ୍ ଦ୍ୱିତୀୟବର୍ଷଛାତ୍ରୀସୁଶ୍ରୀସୌମ୍ୟାଶ୍ରୀବିଶିଉକ୍ତମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତିତାହୋଇମହାବିଦ୍ୟାଳୟର ଅଧ୍ୟକ୍ଷ, ସ୍ଥାନୀୟ ଥାନା ପ୍ରମୁଖଙ୍କ ପାଖରେ ନ୍ୟାୟଭିକ୍ଷାକରିବାପରେ ନ୍ୟାୟ ନପାଇଶେଷରେ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତି ଉଦ୍ୟମଘଟଣାରଅନୁଧ୍ୟାନ ପାଇଁଓଡ଼ିଶା ପ୍ରଦେଶ କଂଗ୍ରେସକମିଟିସଭାପତିଶ୍ରୀଭକ୍ତ ଚରଣ ଦାସ ନିମ୍ନମତେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି।ତଥ୍ୟ ଅନୁଧ୍ୟାନ କମିଟିରେଓଡ଼ିଶା ପ୍ରଦେଶ ମହିଳାକଂଗ୍ରେସସଭାନେତ୍ରୀମିନାକ୍ଷୀବାହିନୀପତି ଅଧ୍ୟକ୍ଷ ରହିଥିବାବେଳେ ନାରୀନ୍ୟାୟବାହିନୀର ଆବହକ ପ୍ରଫେସରଗାୟତ୍ରୀବିଶ୍ୱାଳ, ବିଧାୟକସୋଫିଆ ପିର୍ଦ୍ଦୋଶ, ପିସିସିସାଧାରଣସମ୍ପାଦିକା ମଧୁସ୍ମିତାସେଠୀ, ପ୍ରଦେଶ ମହିଳାକଂଗ୍ରେସଉପସଭାନେତ୍ରୀ ପ୍ରଣତୀମିଶ୍ର, ପିସିସିମୁଖପାତ୍ର, ଜୟଶ୍ରୀ ପାତ୍ର, ପିସିସିସମ୍ପାଦିକା, ଡା. ଦେବସ୍ମିତାଶର୍ମା ଓ ମହିଳାକଂଗ୍ରେସନେତ୍ରୀସୁସ୍ମିତାଘୋଷାଲ ପ୍ରମୁଖସଭ୍ୟଭାବରେରହିଛନ୍ତି।ଉକ୍ତକମିଟିଆସନ୍ତା କାଲିବାଲେଶ୍ୱର ଗସ୍ତ କରିଘଟଣାସ୍ଥଳ ପରିଦର୍ଶନ କରିବାସହିତ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସକାର୍ଯ୍ୟାଳୟରେ ଦାଖଲକରିବାକୁ ପ୍ରଦେଶ କଂଗ୍ରେସମିଡିଆବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶକରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ