ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ମୃତ
କେନ୍ଦୁଝର, 15 ଜୁଲାଇ (ହି.ସ.)ଗତକାଲି ଠାରୁ ନିକଟ ନାଳକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର। ସଦରମହକୁମା ବରଦାପାଳ ପଞ୍ଚାୟତ ତଳକମ୍ପଡିଃ ଗ୍ରାମର ଚଷା ଦେହୁରୀଙ୍କ ଶବ ଗାଁ ନିକଟରେ ଥିବା ନାଳରୁ ବଢ଼ି ପାଣିରେ ଭାସୁଥିବା ଅବସ୍ଥାରେ ଠାବ ହୋଇଛି ।ସଦର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି
ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜଣେ ମୃତ


କେନ୍ଦୁଝର, 15 ଜୁଲାଇ (ହି.ସ.)ଗତକାଲି ଠାରୁ ନିକଟ ନାଳକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ବ୍ୟକ୍ତି ଉଦ୍ଧାର। ସଦରମହକୁମା ବରଦାପାଳ ପଞ୍ଚାୟତ ତଳକମ୍ପଡିଃ ଗ୍ରାମର ଚଷା ଦେହୁରୀଙ୍କ ଶବ ଗାଁ ନିକଟରେ ଥିବା ନାଳରୁ ବଢ଼ି ପାଣିରେ ଭାସୁଥିବା ଅବସ୍ଥାରେ ଠାବ ହୋଇଛି ।ସଦର ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande