ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ଜଣ ଝାଡାବାନ୍ତି ରୋଗୀ ଚିକିତ୍ସିତ
ପଟ୍ଟାମୁଣ୍ଡାଇ , 15 ଜୁଲାଇ (ହି.ସ.)ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡାବାନ୍ତି ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସୋମବାର ସକାଳଠାରୁ ସନ୍ଧ୍ୟା ୬ଟା ସୁଦ୍ଧା ୮ଜଣ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇଥୁବା ସୂଚନା ମିଳିଛି । ଏହି ବ୍ଲକ ଚାନ୍ଦିବାଉଁଶମୂଳ ପଚଂୟତ ଜରିମୂଳ ଗ୍ରାମର ସୁଜିତ ସିଂ(୩୬),
Rajnagar re jhadabanti


ପଟ୍ଟାମୁଣ୍ଡାଇ , 15 ଜୁଲାଇ (ହି.ସ.)ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଝାଡାବାନ୍ତି ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସୋମବାର ସକାଳଠାରୁ ସନ୍ଧ୍ୟା ୬ଟା ସୁଦ୍ଧା ୮ଜଣ ଆକ୍ରାନ୍ତ ରୋଗୀ ଚିକିତ୍ସିତ ହୋଇଥୁବା ସୂଚନା ମିଳିଛି । ଏହି ବ୍ଲକ ଚାନ୍ଦିବାଉଁଶମୂଳ ପଚଂୟତ ଜରିମୂଳ ଗ୍ରାମର ସୁଜିତ ସିଂ(୩୬), ବାଲିସାହିପାଟଣା ପଚଂୟତ ମଧୁପୁର ଗ୍ରାମର ଲତା ମଳିକ(୭୦), କୋଇଲିପୁର ପରାଂୟତ ତେତେଲଙ୍ଗା ଗ୍ରାମର । କ୍ଷୀର ମଳିକ( ୭୫) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥ‌ିବା ଦେଖିବାକୁ ଝାଡାବାନ୍ତି ରୋଗୀ ଚିକିତ୍ସିତ ହୋଇ ସୁସ୍ଥ ହେବା ପ ପରେ ମିଳିଛି । ଏମାନଙ୍କ ବ୍ୟତୀତ ତ ଅନ୍ୟ ୫ ଜଣ ଘରକୁ ଫେରି ଯାଇଥିବା ସୂଚନା ମିଳିଛି । ସୂଚନା ଥାଉକି, ରବିବାର ଦିନ ୧୨ଜଣ ଝାଡା ଡାବାନ୍ତି ରୋଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ସ୍ଥିତ ହୋଇଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande