ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ - ପ୍ରତାପ ଜେନା
ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା। ଆମେରିକାର ରାଷ୍ଟ୍ରପତି କହିଛନ୍ତି ଓଡିଶାରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି। ଗତ ବର୍ଷ କ ଭିତରେ ଦୁଷ୍କର୍ମ ଓ ହତ୍ୟା ବଢିଛି। କଲେଜ ଛାତ୍ରୀ
ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ - ପ୍ରତାପ ଜେନା


ଭୁବନେଶ୍ୱର, ୧୫ ଜୁଲାଇ (ହି.ସ)- ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି

ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା। ଆମେରିକାର ରାଷ୍ଟ୍ରପତି କହିଛନ୍ତି ଓଡିଶାରେ ମହିଳା ମାନେ ସୁରକ୍ଷିତ ନୁହଁନ୍ତି। ଗତ ବର୍ଷ କ ଭିତରେ ଦୁଷ୍କର୍ମ ଓ ହତ୍ୟା ବଢିଛି। କଲେଜ ଛାତ୍ରୀ କ୍ୟାମ୍ପସ୍ ରେ ଅସୁରକ୍ଷିତ। ଯେଉଁମାନେ ସୌମ୍ୟାଶ୍ରୀଙ୍କୁ ଅଣଦେଖା କରିଛନ୍ତି ସେମାନେ ସମସ୍ତେ ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବାଲେଶ୍ୱର ବିଧାୟକ ଓ ଏସପିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯାଉ। ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande