ବଗଳାମୁଖି ମନ୍ଦିର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର, ୨ ଜୁଲାଇ (ହି.ସ.) - ସ୍ଥାନୀୟ ସରାସ ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ପରିସରରେ ମା ବଗଳାମୁଖୀ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଠ ପୂଜକ ସଞ୍ଜୟ ତ୍ରିପାଠୀଙ୍କ ତ୍ୱତାବଧାନରେ ରୀତିନୀତି ଅନୁସାରେ ଯଜ୍ଞ ହୋମ ଆଦି ଅନୁଷ୍ଠିତ ହୋଇଥିଲା। ଉକ୍ତ ବାର୍ଷିକ ଉତ୍ସବ ଯଜ୍ଞରେ ପଣ୍ଡ
ବଗଳାମୁଖି ମନ୍ଦିର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ


କେନ୍ଦୁଝର, ୨ ଜୁଲାଇ (ହି.ସ.) - ସ୍ଥାନୀୟ ସରାସ ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ପରିସରରେ ମା ବଗଳାମୁଖୀ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଠ ପୂଜକ ସଞ୍ଜୟ ତ୍ରିପାଠୀଙ୍କ ତ୍ୱତାବଧାନରେ ରୀତିନୀତି ଅନୁସାରେ ଯଜ୍ଞ ହୋମ ଆଦି ଅନୁଷ୍ଠିତ ହୋଇଥିଲା। ଉକ୍ତ ବାର୍ଷିକ ଉତ୍ସବ ଯଜ୍ଞରେ ପଣ୍ଡିତ ଶୁଶାନ୍ତ ଆଚାର୍ଯ୍ୟ, ଅମିତ୍ ମିଶ୍ର, ପର୍ପଣ ମିଶ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଯଜ୍ଞ ପରେ ପ୍ରସାଦ ସେବନ ଆୟୋଜନ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande