ବଲାଙ୍ଗୀର, ୦୨ ଜୁଲାଇ(ହି.ସ.) – ଆଜି ଷଷ୍ଟି ତିଥିରେ ବଲାଙ୍ଗୀର ସହରରେ ଶ୍ରୀ ଜୀଉମାନଙ୍କ ଅବତାରଦିନ ତମାମ ବର୍ଷା ସତ୍ୱେ ସନ୍ଧ୍ୟାରେ ଭକ୍ତମାନଙ୍କ ଭିଡ଼ ଲାଗି ରହିଛି। ବଲାଙ୍ଗୀର ଡେଲି ମାର୍କେଟ ସ୍ଥିତ ଶ୍ରୀ ରାମ ଚରିତ ମାନସ ମନ୍ଦିରରେ ଶ୍ରୀ ଜିଉମାନଙ୍କର ରାମ ଲକ୍ଷ୍ମଣ ଅବତାର ଧାରଣ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ