ପାକିସ୍ତାନୀ ଡ୍ରୋନ ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ
ଚଣ୍ଡିଗଡ, 2 ଜୁଲାଇ (ହି.ସ)- ପହଲଗାମ ଆକ୍ରମଣ ପରେ ଭାରତ- ପାକିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଡ୍ରୋନ ଆକ୍ରମଣରେ ଆହତ ଯୁବକ ଲଖବିନ୍ଦ୍ରଙ୍କ ପ୍ରାୟ ଦୁଇ ମାସ ପରେ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି।ଲଖବିନ୍ଦ୍ର ଲୁଧିୟାନାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।ଲଖବି
ପାକିସ୍ତାନୀ ଡ୍ରୋନ ଆକ୍ରମଣରେ ଆହତ ଯୁବକଙ୍କ ମୃତ୍ୟୁ


ଚଣ୍ଡିଗଡ, 2 ଜୁଲାଇ (ହି.ସ)- ପହଲଗାମ ଆକ୍ରମଣ ପରେ ଭାରତ- ପାକିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଡ୍ରୋନ

ଆକ୍ରମଣରେ ଆହତ ଯୁବକ ଲଖବିନ୍ଦ୍ରଙ୍କ ପ୍ରାୟ ଦୁଇ ମାସ ପରେ ମଙ୍ଗଳବାର ରାତିରେ ମୃତ୍ୟୁ

ଘଟିଛି।ଲଖବିନ୍ଦ୍ର ଲୁଧିୟାନାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।ଲଖବିନ୍ଦ୍ରଙ୍କ ପତ୍ନୀଙ୍କ

ଆକ୍ରମଣ ସମୟରେ ମୃତ୍ୟୁ ହୋଇଥିଲା।ବୁଧବାର ଦିନ ମେଡିକାଲ ବୋର୍ଡ ପୋଷ୍ଟମଟମ ପରେ ମୃତଦେହ

ପରିବାରକୁ ହସ୍ତାନ୍ତର କରିଥିଲା।ସାତ ମରେ ଭାରତର ଅପରେସନ ସିନ୍ଦୁର ଅପରେସନ ପରେ ପାକିସ୍ଥାନ

ସୀମାରେ ଗୁଳିଚାଳନା କରାଯାଇଛି ଏବଂ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ବ୍ୟବହାର କରି ଆକ୍ରମଣ ଆରମ୍ଭ

କରିଥିଲା।ଏହି ସମୟରେ ନଅ ମଇରେ ପଞ୍ଜାବରେ ପାକିସ୍ଥାନର ସୀମାନ୍ତ ସଟେ ଜିଲ୍ଲାର ଫିରୋଜପୁର

ଗ୍ରାମର ଖାଇଫେମେରେ ଲଖବିନ୍ଦ୍ର ସିଂହଙ୍କ ଘର ଉପରେ ଡ୍ରୋନ ଖସି ପଡିଥିଲା।ଏହି କାରଣରୁ ପରିବାରର

ତିନିଜଣ ସଦସ୍ୟ ଆହତ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande