ଆଜିଠୁ ପାଂଚଟି ଦେଶକୁ ଗସ୍ତରେ ଯିବେ ପିଏମ ମୋଦି, ବ୍ରାଜିଲରେ ବ୍ରିକ୍ସ ଶିଖର ସମ୍ମିଳନୀରେ ନେବେ ଭାଗ
ନୂଆଦିଲ୍ଲୀ, 2 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପାଞ୍ଚଟି ଦେଶକୁ 8 ଦିନିଆ (୨-୯ ଜୁଲାଇ) ବିଦେଶ ଗସ୍ତରେ ଯିବେ। ଘାନା, ତ୍ରିନିଦାଦ, ଟୋବାଗୋ, ଅର୍ଜେଣ୍ଟିନା, ବ୍ରାଜିଲ୍ ଏବଂ ନାମିବିଆ ଗସ୍ତ କରିବେ ପିଏମ ମୋଦି। ସେ ବ୍ରାଜିଲରେ ୬-୭ ଜୁଲାଇ ତାରିଖରେ ଅନ
ଆଜିଠୁ ପାଂଚଟି ଦେଶକୁ     ଗସ୍ତରେ ଯିବେ ପିଏମ ମୋଦି, ବ୍ରାଜିଲରେ ବ୍ରିକ୍ସ ଶିଖର ସମ୍ମିଳନୀରେ ନେବେ ଭାଗ


ନୂଆଦିଲ୍ଲୀ, 2 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ଆଜିଠାରୁ ପାଞ୍ଚଟି ଦେଶକୁ 8 ଦିନିଆ (୨-୯ ଜୁଲାଇ) ବିଦେଶ ଗସ୍ତରେ ଯିବେ। ଘାନା, ତ୍ରିନିଦାଦ, ଟୋବାଗୋ, ଅର୍ଜେଣ୍ଟିନା, ବ୍ରାଜିଲ୍ ଏବଂ ନାମିବିଆ ଗସ୍ତ କରିବେ ପିଏମ ମୋଦି। ସେ ବ୍ରାଜିଲରେ

୬-୭ ଜୁଲାଇ ତାରିଖରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମେଳନରେ ଯୋଗ ଦେବେ।

ପିଏମ ମୋଦିଙ୍କ ପାଇଁ

ବ୍ରାଜିଲ ଗସ୍ତ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ଏଠାରେ ବ୍ରିକ୍ସ ଶିଖର ସମ୍ମିଳନୀରେ

ଯୋଗ ଦେବେ । ବ୍ରାଜିଲର ରାଜକୀୟ ଅତିଥି ପିଏମ ମୋଦି ସେଠାରେ ରାଷ୍ଟ୍ରପତି ଲୁଲା ଡି ସିଲଭାଙ୍କ

ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande