ଗଞାମ, ୨୭ ଜୁଲାଇ (ହି.ସ.)- ଗଞ୍ଜାମ ଜିଲ୍ଲା ଵୁଗୁଡା ବ୍ଳକର କେତେକ ଗ୍ରାମରେ ଗତ ଦୁଇଦିନ ମଧ୍ଧରେ ପାଗଳ କୁକୁର କାମୁଡାରେ ୯ ଜଣ ମହିଳାଙ୍କ ସମେତ ୧୩ ଜଣ ଆହତ ହୋଇ ଵୁଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆତଙ୍କ ସୃଷ୍ଟି କରିଥିବା ପାଗଳ କୁକୁରଟିକୁ ଲୋକେ ଘୋଳପୁର ଗାଁ ନିକଟରେ ପିଟିପିଟି ମାରିଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ