ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜୟପୁର, ୨୭ ଜୁଲାଇ (ହି.ସ.)-ସିଟି ଉଚ୍ଚ ବିଦ୍ୟାଳୟ ଓ ଏକମ୍ବା ହାଇସ୍କୁଲର ଛାତ୍ର ଛାତ୍ରୀ ଓ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ସିୱା ର ସଭ୍ୟ ମାନଙ୍କ ଦ୍ବାରା ଆଜି ଗାଗାନାପୁର ଗ୍ରାମ ରେ ୧୦୦୦ ଟି ଚାର ରୋପଣ କରିଥିଲେ। କୃଷ୍ଣ ଚୁଡ଼ା, ବିଷ୍ଣୁ ଚୁଡା, ରାଧା ଚୁଡା, ଦେବଦରୁ ଆଦି ବୃକ୍ଷ ରୋପଣ କରିଥିଲେ। ଏଥିରେ ସ
ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୨୭ ଜୁଲାଇ (ହି.ସ.)-ସିଟି ଉଚ୍ଚ ବିଦ୍ୟାଳୟ ଓ ଏକମ୍ବା ହାଇସ୍କୁଲର ଛାତ୍ର ଛାତ୍ରୀ ଓ ସ୍ଵେଚ୍ଛା ସେବୀ ଅନୁଷ୍ଠାନ ସିୱା ର ସଭ୍ୟ ମାନଙ୍କ ଦ୍ବାରା ଆଜି ଗାଗାନାପୁର ଗ୍ରାମ ରେ ୧୦୦୦ ଟି ଚାର ରୋପଣ କରିଥିଲେ। କୃଷ୍ଣ ଚୁଡ଼ା, ବିଷ୍ଣୁ ଚୁଡା, ରାଧା ଚୁଡା, ଦେବଦରୁ ଆଦି ବୃକ୍ଷ ରୋପଣ କରିଥିଲେ। ଏଥିରେ ସୀଵା ଅନୁଷ୍ଠାନର ଜି ଭୀ ରେଡ୍ଡୀ, ବିନାୟକ ମହାପାତ୍ର, ସମ୍ପାଦକ ସୌମ୍ୟ ରଞ୍ଜନ। ଦଳାଇ, ଅଜୟ ମିଶ୍ର, ରଞ୍ଜିତ ନାୟକ, ପ୍ରଦୀପ୍ତ ସାହୁ, ରଘୁ ନାଥ ପାଣିଗ୍ରାହି, ବିଶ୍ବ ନାଥ ନାୟକ, ରମେଶ ପଟ୍ଟନାୟକ, ଗୋପାଳ ସାହୁ, ମୁରଲୀ ପଟ୍ଟନାୟକ, ଜି ରମେଶ, ଦୀପକ ଷଡ଼ଙ୍ଗୀ, ନିରଞ୍ଜନ ପାଣିଗ୍ରାହି, କେ ମୋହନ ରାଓ ଯୋଗ ଦେଇ ଥିଲେ। ସିଟି ଉଚ୍ଚ ବିଦ୍ୟାଳୟ ର ଇକୋ କ୍ଲବ୍ ର ପ୍ରତାପ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande