ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ଭାରତ ରତ୍ନ ଡ.
ଏ.ପି.ଜେ. ଅବଦୁଲ କଲାମଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ
ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ବୈଜ୍ଞାନିକ,
ବିଶିଷ୍ଟ ଶିକ୍ଷାବିତ,
ଭାରତର ପୂର୍ବତନ ରାଷ୍ଟ୍ରପତି,
ମିସାଇଲ ମ୍ୟାନ, ଭାରତ ରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଶ୍ରାଦ୍ଧ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା