ମନ୍ କୀ ବାତରେ ସାନ୍ତାଳୀ ଶାଢୀ କଥା ଉଠାଇଲେ ପିଏମ ମୋଦି
ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ୀ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ହସ୍ତତନ୍ତ ଶିଳ୍ପ ବିଷୟରେ ସୂଚନା ଦେଲେ ବେଳେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳୀ ଶାଢ଼ୀ କଥା କହିଛନ୍ତି ମୋ
ମନ୍ କୀ ବାତରେ ସାନ୍ତାଳୀ     ଶାଢୀ କଥା ଉଠାଇଲେ ପିଏମ ମୋଦି


ଭୁବନେଶ୍ୱର, 27 ଜୁଲାଇ (ହି.ସ.)- ମନ୍ କି ବାତ୍

କାର୍ଯ୍ୟକ୍ରମରେ ମୟୂରଭଞ୍ଜର ସାନ୍ତାଳୀ ଶାଢ଼ୀ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି । ଦେଶର ହସ୍ତତନ୍ତ ଶିଳ୍ପ ବିଷୟରେ ସୂଚନା ଦେଲେ ବେଳେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର

ସାନ୍ତାଳୀ ଶାଢ଼ୀ କଥା କହିଛନ୍ତି ମୋଦି । ମୟୂରଭଞ୍ଜ ଜିଲ୍ଲାରେ 650 ଆଦିବାସୀ ମହିଳା

ସାନ୍ତାଳୀ ଶାଢ଼ୀକୁ ପୁନରୁଦ୍ଧାର କରୁଛନ୍ତି । ମାସକୁ ହଜାର ହାଜର ଟଙ୍କା ରୋଜଗାର ମଧ୍ୟ

କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande