ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର କୀର୍ତ୍ତନ ମଣ୍ଡଳୀର ପ୍ରସାୟକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, 27 ଜୁଲାଇ (ହି.ସ.) -ମନ୍ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର କୀର୍ତ୍ତନ ମଣ୍ଡଳୀର ପ୍ରସାୟକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । କୀର୍ତ୍ତନ ମାଧ୍ୟମରେ ପରିବେଶ ସୁରକ୍ଷା, ଜଙ୍ଗଲ ନିଆଁ ବିଷୟରେ ସଚେତନ କରୁଛନ୍ତି । ରାଧା କୃଷ୍ଣ ସଙ୍କୀର୍ତ୍ତନ
ମନ୍ କି ବାତ୍     କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର କୀର୍ତ୍ତନ ମଣ୍ଡଳୀର ପ୍ରସାୟକୁ ପ୍ରଶଂସା କଲେ     ପ୍ରଧାନମନ୍ତ୍ରୀ


ଭୁବନେଶ୍ୱର, 27 ଜୁଲାଇ (ହି.ସ.)

-ମନ୍ କି ବାତ୍

କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାର କୀର୍ତ୍ତନ ମଣ୍ଡଳୀର ପ୍ରସାୟକୁ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ । କୀର୍ତ୍ତନ ମାଧ୍ୟମରେ ପରିବେଶ ସୁରକ୍ଷା, ଜଙ୍ଗଲ ନିଆଁ ବିଷୟରେ ସଚେତନ କରୁଛନ୍ତି । ରାଧା କୃଷ୍ଣ ସଙ୍କୀର୍ତ୍ତନ

ମଣ୍ଡଳୀ ଭକ୍ତିଭାବ ସହ ପରିବେଶ ସୁରକ୍ଷାର ମଧ୍ୟ ବାର୍ତ୍ତା ଦେଉଛନ୍ତି । ଏହି ଅଭିବନ ପ୍ରୟାସ

ପ୍ରମିଳା ପ୍ରଧାନ ନାମକ ମହିଳାଙ୍କ ଦ୍ବାରା ଆରମ୍ଭ ହୋଇଛି । ଜଙ୍ଗଲ ଏବଂ ପରିବେଶ ସୁରକ୍ଷା ପାଇଁ

ପ୍ରମିଳା ପାରମ୍ପରିକ ଗୀତରେ ନୂଆ ପଦ ଯୋଡ଼ି ତାକୁ ସଙ୍କୀର୍ତ୍ତନ ମାଧ୍ୟମରେ ପରିବେଷଣ କରୁଛନ୍ତି

। ତାଙ୍କ ସଙ୍କୀର୍ତ୍ତନ ମଣ୍ଡଳୀ ଗାଁ ଗାଁ ବୁଲି ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି । ଏହି

ଉଦାହରଣ ଆମ ଲୋକ ଗୀତ ଏବଂ ପରମ୍ପରା କଥା ମାନେ ପକାଇ ଦେଉଛି । ଭାରତର ବିବିଧତାର ଝଲକ ଲୋକଗୀତ

ଏବଂ ପରମ୍ପରାରେ ଦେଖିବାକୁ ମିଳେ । ଆଉ ଏଥିରେ ଆମର ଭଜନ ଓ କୀର୍ତ୍ତନର ସ୍ଵତନ୍ତ୍ର ସ୍ଥାନ ଅଛି

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande