ମହିଳା ମହାବିଦ୍ୟାଳୟରେ ବିଶ୍ୱପ୍ରକୃତି ସଂରକ୍ଷଣ ଦିବସ
କେନ୍ଦୁଝର, ୨୯ ଜୁଲାଇ (ହି.ସ.) - ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଉଦ୍ଭିଦ ବିଜ୍ଞାନ ବିଭାଗ ନେତୃତ୍ୱରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳି ପାଳିତ ହୋଇଯା ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଲଳିତ ରଞ୍ଜନ ସାହୁ କାର?୍ୟ୍ୟକ୍ରମରେ ଅଳ୍ପ ଅଧ୍ୟକ୍ଷତା କରି ପରିବେଶ ସଂରକ୍ଷଣ ପ୍ରତ
ମହିଳା ମହାବିଦ୍ୟାଳୟରେ ବିଶ୍ୱପ୍ରକୃତି ସଂରକ୍ଷଣ ଦିବସ


କେନ୍ଦୁଝର, ୨୯ ଜୁଲାଇ (ହି.ସ.) - ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦୁଝରର ଉଦ୍ଭିଦ ବିଜ୍ଞାନ ବିଭାଗ ନେତୃତ୍ୱରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳି ପାଳିତ ହୋଇଯା ଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଲଳିତ ରଞ୍ଜନ ସାହୁ କାର?୍ୟ୍ୟକ୍ରମରେ ଅଳ୍ପ ଅଧ୍ୟକ୍ଷତା କରି ପରିବେଶ ସଂରକ୍ଷଣ ପ୍ରତି ଯତ୍ନବାନ ହେବା ପାଇଁ ସୂଚନା ନା ପ୍ରଦାନ କରିଥିଲେ। ଲ। ମହାବିଦ୍ୟାଳୟର ଗଭର୍ନିବଡ଼ି ସଭାପତି ତଥା ଧରଣ ରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଭୂତତ୍ୱ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ବନ ବନବିହାରୀ ମିଶ୍ର ମୁଖ୍ୟ ଅତିଥ୍ ଭାବେ ଯୋଗଦେଇ ‘ଗଛଟିଏ ଜୀବନଟିଏ' ର ମାହାତ୍ମ୍ୟ କୁ ଆଧାର କରି ପ୍ରକୃତି ସଂରକ୍ଷଣ ସଂପର୍କିତ ବିଭିନ୍ନ ସଚେତନତାମୂଳକ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଉଦ୍ଭିଦ ବିଜ୍ଞ ବିଜ୍ଞାନ ବିଭାଗ ଅଧ୍ୟାପିକା ଡକ୍ଟର ଆଲଫା ସରିତା ମହାନ୍ତି ଓ ଅଧ୍ୟାପକ ଲିଟୁ ମଲ୍ଲିକ ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରକୃତି ସଂରକ୍ଷଣ ସଂପର୍କିତ କୁଇଜ୍ ପ୍ରତିଯୋଗିତା ଆୟୋଜନ କରିଥିଲେ । ଶୈକ୍ଷିକ ଅଧିକାରୀ ଡକ୍ଟର ଧର୍ମବୀର ମୋହନ ହନ ସିଂ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉଭିଦ ବିଜ୍ଞାନ ମୁଖ୍ୟ ସହକାରୀ ପ୍ରଫେସର ସୁରେଶ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande