ନାରୀ ନିର୍ଯ୍ୟାତନା ଏବଂ ଦୁଷ୍କର୍ମକାରୀ କଂଗ୍ରେସ ଓ ବିଜେଡି ଦଳର ନେତାମାନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି
କେନ୍ଦୁଝର, ୨୯ ଜୁଲାଇ (ହି.ସ.) - ଆସନ୍ତାକାଲି ଭାରତୀୟ ଜନତା ପାର୍ଟି, କେନ୍ଦୁଝର ଜିଲ୍ଲା ତରଫରୁ ସହୀଦ ସଦନରୁ ଏକ ଶୋଭାଯାତ୍ରା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରୀ ନିର୍ଯ୍ୟାତନା ଏବଂ ଦୁଷ୍କର୍ମକାରୀ କଂଗ୍ରେସ ଓ ବିଜେଡି ଦଳର ନେତାମାନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଦେଶବିରୋ
ନାରୀ ନିର୍ଯ୍ୟାତନା ଏବଂ ଦୁଷ୍କର୍ମକାରୀ କଂଗ୍ରେସ ଓ ବିଜେଡି ଦଳର ନେତାମାନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେପି


କେନ୍ଦୁଝର, ୨୯ ଜୁଲାଇ (ହି.ସ.) - ଆସନ୍ତାକାଲି ଭାରତୀୟ ଜନତା ପାର୍ଟି, କେନ୍ଦୁଝର ଜିଲ୍ଲା ତରଫରୁ ସହୀଦ ସଦନରୁ ଏକ ଶୋଭାଯାତ୍ରା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରୀ ନିର୍ଯ୍ୟାତନା ଏବଂ ଦୁଷ୍କର୍ମକାରୀ କଂଗ୍ରେସ ଓ ବିଜେଡି ଦଳର ନେତାମାନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଦେଶବିରୋଧି ରାହୁଲ ଗାନ୍ଧୀ ଏବଂ ବିଜେଡ଼ିର ସଭାପତି ଦ୍ରୁତରାଷ୍ଟ୍ର ନବୀନ ପଟ୍ଟନାୟକ ତାଙ୍କ ଦଳର ଅପରାଧୀ ନେତାଙ୍କୁ ଘଂଟ ଘୋଡାଇ ନିୟମିତ ଦୁଷ୍କର୍ମ ଏବଂ ଅନ୍ୟାୟକୁ ପ୍ରୋତ୍ସାହିତ କରୁଥିବା ଏହି ରାହୁଲ ଗାନ୍ଧୀ ଏବଂ ନବୀନ ପଟ୍ଟନାୟକ ଉଭୟ ନେତାଙ୍କ କୁଶ ପୁତଳିକା ଦାହ କରାଯିବ ବୋଲି ଜିଲ୍ଲା ସଭାପତି ଶୁକଦେବ ମହାନ୍ତସୁଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande