କାର ଟ୍ରକ ଧକ୍କା, ଡ୍ରାଇଭର ଗୁରୁତର
କେନ୍ଦୁଝର, ୨୯ ଜୁଲାଇ (ହି.ସ.) - କେନ୍ଦୁଝର ୪୯ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା ଥମିବାର ନାଁ ନେଉନାହିଁ। ଆଜି ଉକ୍ତ ରାଜପଥ ଡାବରଚୁଆ ନିକଟରେ କାର ଟ୍ରକ ଧକ୍କା ହୋଇଛି। ଏହି ଦୁର୍ଘଟଣା ରେ କାର ଚାଳକ ସାମାନ୍ୟ ଗୁରୁତର ହେଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇଥିଲେ। ପୋ
କାର ଟ୍ରକ ଧକ୍କା, ଡ୍ରାଇଭର ଗୁରୁତର


କେନ୍ଦୁଝର, ୨୯ ଜୁଲାଇ (ହି.ସ.) - କେନ୍ଦୁଝର ୪୯ ନମ୍ୱର୍ ଜାତୀୟ ରାଜପଥରେ ଦୁର୍ଘଟଣା ଥମିବାର ନାଁ ନେଉନାହିଁ। ଆଜି ଉକ୍ତ ରାଜପଥ ଡାବରଚୁଆ ନିକଟରେ କାର ଟ୍ରକ ଧକ୍କା ହୋଇଛି। ଏହି ଦୁର୍ଘଟଣା ରେ କାର ଚାଳକ ସାମାନ୍ୟ ଗୁରୁତର ହେଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇଥିଲେ। ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande