ଦୁଇ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ ଅଟକ
କେନ୍ଦୁଝର, 29 ଜୁଲାଇ (ହି.ସ.) ଆଜି ସକାଳୁ କେନ୍ଦୁଝର ସହର ଉପକଣ୍ଠ ବେଲଦା ଘାଟି ନିକଟରେ ଦୁଇ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଅଟକ ହୋଇଛି। ଏଥିରୁ ତିରିଶ ରୁ ଅଧିକ ଗୋରୁ ଚାଉଳ ବସ୍ତା ଲୋଡ୍ କଲାଭଳି ଗାଡ଼ିରେ ବୁହା ହୋଇ ଯାଉଥିବା ସୂଚନା ମିଳିଛି। ସ୍ଥାନୀୟ ସଦର ପୋଲିସ ପହଞ୍ଚି ଗାଡି ଗୁଡ଼ିକୁ ଜବତ କ
Goru gadi atak


କେନ୍ଦୁଝର, 29 ଜୁଲାଇ (ହି.ସ.)

ଆଜି ସକାଳୁ କେନ୍ଦୁଝର ସହର ଉପକଣ୍ଠ ବେଲଦା ଘାଟି ନିକଟରେ ଦୁଇ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ ଅଟକ ହୋଇଛି। ଏଥିରୁ ତିରିଶ ରୁ ଅଧିକ ଗୋରୁ ଚାଉଳ ବସ୍ତା ଲୋଡ୍ କଲାଭଳି ଗାଡ଼ିରେ ବୁହା ହୋଇ ଯାଉଥିବା ସୂଚନା ମିଳିଛି। ସ୍ଥାନୀୟ ସଦର ପୋଲିସ ପହଞ୍ଚି ଗାଡି ଗୁଡ଼ିକୁ ଜବତ କରିବା ସହ ଗୋରୁଙ୍କୁ ଉଦ୍ଧାର କରି ଅଧିକ ତଦନ୍ତ ଆରମ୍ଭ କରିଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande