ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡକୁ ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସରଙ୍କ ପରିଦର୍ଶନ
କେନ୍ଦୁଝର, ୨୯ ଜୁଲାଇ (ହି.ସ.)- ଜେଲରୋଡସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡକୁ ଏନ୍.ସି.ସି.ର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ପରିଦର୍ଶନରେ ଆସି ବିଦ୍ୟାଳୟର ଏନ୍.ସି.ସି. ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ତାଙ୍କ ସହିତ ସୁବେଦାର ମେଜର ଲକ୍ଷ୍ମୀ ନାରାୟଣ, ସୁବେଦାର କରଣ ସିଂ ଉପ
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡକୁ ଏନ୍.ସି.ସି. କମାଣ୍ଡିଙ୍ଗ୍ ଅଫିସରଙ୍କ ପରିଦର୍ଶନ


କେନ୍ଦୁଝର, ୨୯ ଜୁଲାଇ (ହି.ସ.)-

ଜେଲରୋଡସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, କେନ୍ଦୁଝରଗଡକୁ ଏନ୍.ସି.ସି.ର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ପରିଦର୍ଶନରେ ଆସି ବିଦ୍ୟାଳୟର ଏନ୍.ସି.ସି. ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ତାଙ୍କ ସହିତ ସୁବେଦାର ମେଜର ଲକ୍ଷ୍ମୀ ନାରାୟଣ, ସୁବେଦାର କରଣ ସିଂ ଉପସ୍ଥିତ ଥିଲେ । ଉକ୍ତ ଅଧିକାରୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଦେଇ ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ସ୍ଵାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande