ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ କୃଷ୍ଣ ବଳରାମ ବେଶ
ବଲାଙ୍ଗିର, ୩ ଜୁଲାଇ (ହି.ସ.)- ଆଜି ଅଷ୍ଟମୀ ତିଥିରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର କୃଷ୍ଣ ବଳରାମ ବେଶରେ ଅବତାର ଗ୍ରହଣ କରିଛନ୍ତି। ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ଶ୍ରୀରାମ ଚରିତ ମାନସ ମନ୍ଦିରରେ ଶ୍ରୀଜିଉ ମାନଙ୍କର କୃଷ୍ଣ ବଳରାମ ବେଶ ଦର୍ଶନ ଓ ପୂଜନ ପାଇଁ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଭକ୍ତ ମାନେ ମନ୍
ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର  ଙ୍କ କୃଷ୍ଣ ବଳରାମ ବେଶ


ବଲାଙ୍ଗିର, ୩ ଜୁଲାଇ (ହି.ସ.)- ଆଜି ଅଷ୍ଟମୀ ତିଥିରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର କୃଷ୍ଣ ବଳରାମ ବେଶରେ ଅବତାର ଗ୍ରହଣ କରିଛନ୍ତି।

ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ଶ୍ରୀରାମ ଚରିତ ମାନସ ମନ୍ଦିରରେ ଶ୍ରୀଜିଉ ମାନଙ୍କର କୃଷ୍ଣ ବଳରାମ ବେଶ ଦର୍ଶନ ଓ ପୂଜନ ପାଇଁ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଭକ୍ତ ମାନେ ମନ୍ଦିର ଆସିଥିଲେ l ଶ୍ରୀରାମ ଚରିତ ମନ୍ଦିରରେ ଠାକୁର ଦର୍ଶନ ସହିତ ମାଉସୀ ମା ମନ୍ଦିରରେ ଦିଅଁ ମାନଙ୍କ ଦର୍ଶନ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande