କାମରୁ ବିରତ ରହିବା ଦ୍ଵାରା ସମସ୍ୟାର ସମାଧାନ ହୁଏନି– ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ୱର, 3 ଜୁଲାଇ (ହି.ସ.)- ଓଏଏସ ମାନଙ୍କ କାର୍ଯ୍ୟବନ୍ଦ ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କାମରୁ ବିରତ ରହିବା ଦ୍ଵାରା ସମସ୍ୟାର ସମାଧାନ ହୁଏନି। ଆପଣଙ୍କ ସହ ସରକାରଙ୍କର ଆଲୋଚନା ହୋଇଛି। କାମକୁ ପ୍ରଶାସନିକ ଅଧିକାରୀ ନ ଆ
କାମରୁ ବିରତ ରହିବା ଦ୍ଵାରା ସମସ୍ୟାର ସମାଧାନ ହୁଏନି– ନିତ୍ୟାନନ୍ଦ ଗଣ୍ଡ


ଭୁବନେଶ୍ୱର, 3 ଜୁଲାଇ (ହି.ସ.)- ଓଏଏସ ମାନଙ୍କ କାର୍ଯ୍ୟବନ୍ଦ ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କାମରୁ ବିରତ ରହିବା ଦ୍ଵାରା ସମସ୍ୟାର ସମାଧାନ

ହୁଏନି। ଆପଣଙ୍କ ସହ ସରକାରଙ୍କର ଆଲୋଚନା ହୋଇଛି। କାମକୁ ପ୍ରଶାସନିକ ଅଧିକାରୀ ନ ଆସିବା ଦ୍ବାରା

ଅନେକ କାମ ଲୋକଙ୍କର ବ୍ୟାଘାତ ହେଉଛି। ସେମାନେ କାମରେ ଯୋଗ ଦେବା କଥା। ମୁଖ୍ୟମନ୍ତ୍ରୀ ନିଜେ

ଆଲୋଚନା କରିଛନ୍ତି। ତୁରନ୍ତ ପଦକ୍ଷେପ ନେଇଛନ୍ତି ସରକାର।ଆଗକୁ ମଧ୍ୟ ତଦନ୍ତ ହେଉଛି। ଆଇନ

ଅନୁସାରେ ଯାହା ଆବଶ୍ୟକ ପଦକ୍ଷେପ ଗ୍ରହଣ ହେବ।କିନ୍ତୁ କାର୍ଯ୍ୟରେ ଯୋଗ ନ ଦେବା ଠିକ୍ ନୁହେଁ।

ଏହା ଦ୍ବାରା ସମସ୍ତଙ୍କର କ୍ଷତି।ଟିକେ ଟିକେ କଥା ନେଇ କାମ ନ କରିବା ଦ୍ଵାରା ସମସ୍ତଙ୍କର

ଖ୍ୟାତି ହେଉଛି। ସରକାର ଆପଣଙ୍କ କଥା ବୁଝୁଛନ୍ତି ଠିକ୍ ନିଷ୍ପତି ନେବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande