ଗୁଂଜି ଅଭିମୁଖେ କୈଳାସ ମାନସରୋବର ଯାତ୍ରୀଙ୍କ ପଂଚମ ଦଳର ପ୍ରସ୍ଥାନ
ପିଥୌରାଗଢ, 10 ଅଗଷ୍ଟ (ହି.ସ.)-କୈଳାସ ମାନସରୋବର ଯାତ୍ରୀମାନଙ୍କ ପଞ୍ଚମ ତଥା ଶେଷ ଦଳ ରବିବାର ସକାଳରେ ଗୁଞ୍ଜି ପାଇଁ ପ୍ରସ୍ଥାନ କରିଛି । ୫୦ ସଦସ୍ୟ ଥିବା ଏହି ଦଳରେ ୩୭ଜଣ ପୁରୁଷ ଓ ୧୩ଜଣ ମହିଳା ଯାତ୍ରୀ ଅଛନ୍ତି। କୈଳାସ ମାନସରୋବରକୁ ଯାଉଥିବା ଏହି ଯାତ୍ରୀମାନଙ୍କ ଦଳ
ଗୁଂଜି ଅଭିମୁଖେ କୈଳାସ     ମାନସରୋବର ଯାତ୍ରୀଙ୍କ ପଂଚମ ଦଳର ପ୍ରସ୍ଥାନ


ପିଥୌରାଗଢ, 10 ଅଗଷ୍ଟ (ହି.ସ.)-କୈଳାସ

ମାନସରୋବର ଯାତ୍ରୀମାନଙ୍କ ପଞ୍ଚମ ତଥା ଶେଷ ଦଳ ରବିବାର ସକାଳରେ ଗୁଞ୍ଜି ପାଇଁ ପ୍ରସ୍ଥାନ କରିଛି

। ୫୦ ସଦସ୍ୟ ଥିବା ଏହି ଦଳରେ ୩୭ଜଣ ପୁରୁଷ ଓ ୧୩ଜଣ ମହିଳା ଯାତ୍ରୀ ଅଛନ୍ତି।

କୈଳାସ ମାନସରୋବରକୁ ଯାଉଥିବା

ଏହି ଯାତ୍ରୀମାନଙ୍କ ଦଳ ଶନିବାର ରାତି ୧୦ଟା ୩୦ମିନିଟରେ ପିଥୌରାଗଡ଼ ପହଞ୍ଚିଥିଲେ। ସେମାନେ

କେଏମଭିଏନ୍ ପିଥୌରାଗଡ଼ରେ ରାତି ବିଶ୍ରାମ କରି, ରବିବାର ସକାଳ ୭ଟା ୩୦ମିନିଟରେ ଗୁଞ୍ଜି ପାଇଁ ପ୍ରସ୍ଥାନ କରିଛନ୍ତି ।

ଆଜି ଏହି ଦଳ ଗୁଞ୍ଜି ପହଞ୍ଚିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande