କାଲି କ୍ୟାବିନେଟ୍
ଭୁବନେଶ୍ୱର,୧୨ ଅଗଷ୍ଟ (ହି.ସ)- ଆସନ୍ତାକାଲି (ବୁଧବାର)ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମଧ୍ୟାହ୍ନ ୧୨ଟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୫ଟି ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ପୂର୍ତ, ଜଳସମ୍ପଦ, ନଗର ଉ
କାଲି କ୍ୟାବିନେଟ୍


ଭୁବନେଶ୍ୱର,୧୨ ଅଗଷ୍ଟ (ହି.ସ)- ଆସନ୍ତାକାଲି (ବୁଧବାର)ରାଜ୍ୟ କ୍ୟାବିନେଟ୍ ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମଧ୍ୟାହ୍ନ ୧୨ଟାରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୫ଟି ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ପୂର୍ତ, ଜଳସମ୍ପଦ, ନଗର ଉନ୍ନୟନ ସମେତ ଆଇନ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମୋହର ଲାଗିପାରେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande