‘ଲୋକମାତା’ ଦେବୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ମୁଖ୍ୟମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଂଜଳି
ଭୁବନେଶ୍ୱର, 13 ଅଗଷ୍ଟ (ହିସ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଲୋକମାତା’ ଦେବୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଲୋକମାତା ପୁଣ୍ୟଶ୍ଳୋକା ରାଣୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥି ଅବସରରେ
‘ଲୋକମାତା’ ଦେବୀ       ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ମୁଖ୍ୟମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 13 ଅଗଷ୍ଟ (ହିସ) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଲୋକମାତା’ ଦେବୀ

ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ

ଲେଖିଛନ୍ତି, ଲୋକମାତା ପୁଣ୍ୟଶ୍ଳୋକା ରାଣୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥି

ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande