‘ଲୋକମାତା’ ଦେବୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ଉପ ମୁଖ୍ୟମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଂଜଳି
ଭୁବନେଶ୍ୱର, 13 ଅଗଷ୍ଟ (ହିସ) ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ‘ଲୋକମାତା’ ଦେବୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ନାରୀ ସଶକ୍ତିକରଣରୁ ଆରମ୍ଭ କରି ସମାଜସେବା, ପ୍ରତି କ୍ଷେତ୍ରରେ ପ୍ରେରଣାର ଉତ୍ସ ମହାରାଣୀ ଅହଲ୍ୟା ବାଈ ହୋଲକର୍
‘ଲୋକମାତା’ ଦେବୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ଉପ ମୁଖ୍ୟମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଂଜଳି


ଭୁବନେଶ୍ୱର, 13 ଅଗଷ୍ଟ (ହିସ) ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ‘ଲୋକମାତା’ ଦେବୀ ଅହିଲ୍ୟାବାଇ ହୋଲକରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ନାରୀ ସଶକ୍ତିକରଣରୁ ଆରମ୍ଭ କରି ସମାଜସେବା, ପ୍ରତି କ୍ଷେତ୍ରରେ ପ୍ରେରଣାର ଉତ୍ସ ମହାରାଣୀ ଅହଲ୍ୟା ବାଈ ହୋଲକର୍‌ଙ୍କ ଶ୍ରାଦ୍ଧବାର୍ଷିକୀରେ କୋଟି କୋଟି ପ୍ରଣାମ ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande