ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.) ଅନୁଗୁଳରେ
ବିଭିନ୍ନ ବିକାଶମୂଳକ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନୁଗୋଳ
ଜିଲ୍ଲାରେ ଥିବା ସମ୍ଭାବନାକୁ ଉପଯୋଗ କରି ସ୍ଥାନୀୟ ଜନସାଧାରଣଙ୍କ ହିତରେ କାମ କରିବା, ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ସହ ଆଞ୍ଚଳିକ ଅର୍ଥନୀତିକୁ ମଜଭୂତ୍ କରିବା
ଦିଗରେ ଚର୍ଚ୍ଚା ଆଲୋଚନା ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା