ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)
- ପୁଣ୍ୟଶ୍ଲୋକା
ଦେବୀ ଅହଲ୍ୟାବାଈ ହୋଲକରଙ୍କ ସ୍ମରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ
ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ତ୍ୟାଗ, ପ୍ରେମ ଓ ସମର୍ପଣଣ ପ୍ରତିମୂର୍ତ୍ତି
କୁଶଳ ଶାସକ, ସାରା ଦେଶରେ ମନ୍ଦିରରର ଜୀର୍ଣ୍ଣୋଦ୍ଧାର କରିଥିବା ଲୋକମାତା ପୁଣ୍ୟଶ୍ଲୋକା
ଦେବୀ ଅହଲ୍ୟାବାଈ ହୋଲକରଙ୍କ ପୁଣ୍ୟତିଥି ଅବସରରେ କୋଟି କୋଟି ପ୍ରଣାମ କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା