ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ପଦବୀ
ସଂକୁଚିତ କରିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ରାଜନ ଏକା ପ୍ରତିକ୍ରିୟା ରଖିଛନ୍ତି । ବିଜେପି
ଗଣତନ୍ତ୍ରକୁ ହତ୍ୟା କରୁଛି । ଆଗକୁ ବିଧାନସଭାରେ କଂଗ୍ରେସ ଉଠେଇବ । ଯେହେତୁ ବିଜେପିର କମ
ସଂଖ୍ୟକ ବ୍ଲକ ଅଧକ୍ଷ ରହିଛନ୍ତି ଜାଣି ଶୁଣି ଏଭଳି କରୁଛନ୍ତି ସରକାର ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା