ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)
- ସମୂହ ଛୁଟିରୁ
ଓହରିବାକୁ ଅମଲା ସଙ୍ଘକୁ ରାଜସ୍ବ ମନ୍ତ୍ରୀଙ୍କ ଅପିଲ । ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନେବେ
ସରକାର । କାମ ନହେଲେ ଦରମା ବନ୍ଦ । ବସିକି ସମାଧାନ କଲେ ସମାଧାନ ବାହାରିବ । କଥା ବାର୍ତ୍ତା
ହୋଇଛି । କ୍ୟାଡର ପୂର୍ଣ୍ଣ ଗଠନ କଥା ରାଜସ୍ବ ବିଭାଗ ଅଧୀନ ନୁହେଁ ଏଥିପାଇଁ ସାଧାରଣ ପ୍ରଶାସନ
ବିଭାଗ ପାଖକୁ ପଠାଯାଇଛ, ଅପେକ୍ଷା
ନ କରି ସମୂହ ଛୁଟି ଗ୍ରହଣୀୟ ନୁହେଁ । ଜିଲ୍ଲପାଳଙ୍କୁ ନିର୍ଦେଶ ଯାଇଛି ଛୁଟି ବାତିଲ ହେବ ଛୁଟି
ମଞ୍ଜୁର ହେବ ନାହିଁ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା