ବଲାଙ୍ଗୀର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସ୍ଵାଧୀନତା ଦିବସ ପାଳିତ
ବଲାଙ୍ଗିର, 15 ଅଗଷ୍ଟ (ହି.ସ.) ଆଜି ବଲାଙ୍ଗୀର ବନଖଣ୍ଡ ବିଭାଗ କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଡି ଏଫ୍ ଓ ଅଜିତ ବିଶି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିବିଧତା ମଧ୍ୟରେ ଏକତା ଭାରତ ବର୍ଷରେ ଗଣତନ୍ତ୍ର ର ସୁରକ୍ଷା ଆମ ସମସ୍ତଙ
ବଲାଙ୍ଗୀର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସ୍ଵାଧୀନତା ଦିବସ ପାଳିତ


ବଲାଙ୍ଗୀର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସ୍ଵାଧୀନତା ଦିବସ ପାଳିତ


ବଲାଙ୍ଗୀର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସ୍ଵାଧୀନତା ଦିବସ ପାଳିତ


ବଲାଙ୍ଗୀର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସ୍ଵାଧୀନତା ଦିବସ ପାଳିତ


ବଲାଙ୍ଗୀର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ସ୍ଵାଧୀନତା ଦିବସ ପାଳିତ


ବଲାଙ୍ଗିର, 15 ଅଗଷ୍ଟ (ହି.ସ.)

ଆଜି ବଲାଙ୍ଗୀର ବନଖଣ୍ଡ ବିଭାଗ କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଡି ଏଫ୍ ଓ ଅଜିତ ବିଶି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ବିବିଧତା ମଧ୍ୟରେ ଏକତା ଭାରତ ବର୍ଷରେ ଗଣତନ୍ତ୍ର ର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ଵ ଅଟେ l ନିଜ ଦେଶ କୁ ସବୁଜ ସୁନ୍ଦର ଭାବରେ ଗଢି ତୋଳିବା ପାଇଁ ସମସ୍ତ କର୍ମଚାରୀଙ୍କୁ ନିଷ୍ଠା ଏବଂ ପ୍ରତିବଦ୍ଧତାର ସହିତ କାମ କରିବାକୁ ଶ୍ରୀ ବିଶି ଆହ୍ବାନ ଦେଇଥିଲେ l ଏହି ଉତ୍ସବରେ ଜଙ୍ଗଲ ବିଭାଗ ର ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande