ଗଂଜାମ, 15 ଅଗଷ୍ଟ (ହି.ସ.)
ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ପାଣିଗ୍ରାହିଙ୍କ(୭୪) ବ୍ରହ୍ମପୁର ଶରଧାବାଲି ବାସଭବନରେ ପରଲୋକ ଘଟିଛି। ପ୍ରତଭାଙ୍କ ପରଲୋକରେ ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
18 Aug 2025
ଭଦ୍ରକ, ୧୮ ଅଗଷ୍ଟ (ହି.ସ.) - ଅଧିକ ଯୌତୁକ ଦାବି କରି ବିବାହର ୧୪ ବର୍ଷ ପରେ ନିଜ ପତ୍ନୀକୁ ଶାବଳରେ ପିଟି ହତ୍ୟା କରିଥିବା ଧାମନଗର ଥାନା କଲ୍ୟାଣୀ ଗ୍ରାମର ବିରେନ୍ଦ୍ର ଜେନାଙ୍କ ପୁତ୍ର ଅଜିତ ଜେନାଙ୍କୁ ୩୦୨ ଦଫାରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା, ଅନାଦେୟ ପୁଣି ୨ ମାସ ସଶ୍ରମ ଜେଲ ..
ଭଦ୍ରକ, ୧୮ ଅଗଷ୍ଟ (ହି.ସ.) - ତାମିଲନାଡୁର ଚେନ୍ନାଇ ଷ୍ଟାଡ଼ିୟମ୍ରେ ଆରମ୍ଭ ହେବାକୁ ଯାଉଥିବା ୬୪ତମ ଜାତୀୟ ସିନିଅର୍ ଆଥଲେଟିକ୍ ମିଟ ପ୍ରତିଯୋଗିତା ନିମନ୍ତେ ଓଡ଼ିଶା ଦଳରେ ଭଦ୍ରକରୁ ହରିଶଙ୍କର ପାଣିଗ୍ରାହୀ ସ୍ଥାନ ପାଇଛନ୍ତି।ଏହି ପ୍ରତିଯୋଗିତା ୨୦ ଅଗଷ୍ଟରୁ ଆରମ୍ଭ ହୋଇ ୨୪ ଅଗଷ୍ଟ ୨୦୨୫ରେ ସମାପ୍ତ ..
ଭଦ୍ରକ, ୧୮ ଅଗଷ୍ଟ (ହି.ସ.) - ଆସନ୍ତାକାଲି ମଙ୍ଗଳବାର ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଭଦ୍ରକ ଆସିବାର ଗସ୍ତ କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଲା ପ୍ରଶାସନ ଚଳଚଂଚଳ ହୋଇପଡିଛି। ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀଙ୍କ ସହ ପୁଲିସ୍..
ଭଦ୍ରକ, ୧୮ ଅଗଷ୍ଟ (ହି.ସ.) - ଆଜି ପୂର୍ବାହ୍ନରେ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି ଭଦ୍ରକ ଜିଲା ପରିଦର୍ଶନରେ ଆସି ଜିଲାର (ୱାନ୍ ଷ୍ଟପ୍ ସେଂଟର) ସଖୀ ଶକ୍ତି ସଦନ, ଆଶ୍ରୟ ଆସିୟାନା, ନୁହାସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହିତ ସାକ୍ଷାତ୍ ଆଲୋଚନା କରିଛନ୍ତି। ଜିଲାର ମୁଖ୍ୟ ଚିକିତ୍ସାଳୟର ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha