୭୯ ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ସମ୍ବିତ ପାତ୍ର
ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ୭୯ ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର । ଏନେଇ ସୋସିଆଲ ମିଡିଆ ଏକ୍ସରେ ସାଂସଦ କହିଛନ୍ତି ଯେ, ୭୯ ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ଏକତାର ବଳରେ, ଶାନ୍
୭୯ ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ସମ୍ବିତ ପାତ୍ର


ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ୭୯ ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର

। ଏନେଇ ସୋସିଆଲ ମିଡିଆ ଏକ୍ସରେ ସାଂସଦ କହିଛନ୍ତି ଯେ, ୭୯ ତମ ସ୍ୱାଧୀନତା ଦିବସ ଅବସରରେ ଆପଣ

ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଏକତାର ବଳରେ, ଶାନ୍ତି ଓ ସୌହାର୍ଦ୍ଦ୍ୟ ପଥରେ ଆସନ୍ତୁ ସଭିଏଁ ମିଶି ବିକଶିତ ଭାରତ

ଗଢିବାକୁ ସେ ଆହ୍ୱାନ ଦେଇଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande