ଶଙ୍ଖ ଭବନରେ ସ୍ଵାଧୀନତା ଦିବସ ପାଳିତ
ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.) - ଶଙ୍ଖ ଭବନରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଦଳର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ଭୁବନେଶ୍ଵର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ
ଶଙ୍ଖ ଭବନରେ ସ୍ଵାଧୀନତା ଦିବସ ପାଳିତ


ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)

- ଶଙ୍ଖ ଭବନରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଦଳର ବରିଷ୍ଠ ଉପସଭାପତି

ଦେବୀ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଭୁବନେଶ୍ଵର ଜିଲ୍ଲା ସଭାପତି ଅଶୋକ ପଣ୍ଡା, ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ

ନେତା ପ୍ରଦୀପ ଅମାତଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ସ୍ଵାଧୀନତା ଦିବସ ଉତ୍ସବ ପାଳନ

କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande