ଆଜି ଶ୍ରୀମନ୍ଦିରରେ କୃଷ୍ଣଜନ୍ମ ନୀତି, ସନ୍ଧ୍ୟା 7ଟାରୁ 12ଟା ଯାଏ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ଆଜିଶୁକ୍ରବାର ଭାଦ୍ରବ କୃଷ୍ଣ ସପ୍ତମୀ ଯୁକ୍ତ ଅଷ୍ଟମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ କୃଷ୍ଣଜନ୍ମ ନୀତି ଅନୁଷ୍ଠିତ ହେବ । ତେଣୁ ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ ପରେ କୃଷ୍ଣ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଆପାତତଃ ସନ୍ଧ୍ୟା
ଆଜି ଶ୍ରୀମନ୍ଦିରରେ କୃଷ୍ଣଜନ୍ମ ନୀତି, ସନ୍ଧ୍ୟା 7ଟାରୁ 12ଟା ଯାଏ ବନ୍ଦ ରହିବ     ସର୍ବସାଧାରଣ ଦର୍ଶନ


ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ଆଜିଶୁକ୍ରବାର ଭାଦ୍ରବ କୃଷ୍ଣ ସପ୍ତମୀ ଯୁକ୍ତ

ଅଷ୍ଟମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ କୃଷ୍ଣଜନ୍ମ ନୀତି ଅନୁଷ୍ଠିତ ହେବ । ତେଣୁ

ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ ପରେ କୃଷ୍ଣ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଆପାତତଃ

ସନ୍ଧ୍ୟା ଘ.୭.୦୦ ଟିକା ଠାରୁ ରାତ୍ର ଘ.୧୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ

ରହିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande