ମଦରସା ଫୈଜାନେ ଗରିବ ନୱାଜରେ ଜାତୀୟ ପତାକା ଉତୋଳନ
ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ଭଦ୍ରକ କୁଆଁସ ସ୍ଥିତ କଂଟାବଣିଆ ଗ୍ରାମରେ ମଦରସା ଫୈଜ଼ାନେ ଗରିବ ନୱାଜ ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ମଦରସା ସଭାପତି ଶେଖ ଗୋଲାମ ମହମ୍ମଦ ଜାତୀୟ ପତାକା ଉତୋଳନ କରିଛନ୍ତି ଓ ମୁସଲିମ ଜମାତର ସମ୍ପାଦକ ହାଜି ଅବଦୁଲ ମୁକି
MADRASA FAIJAN GARIB NAWAJ


ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ଭଦ୍ରକ କୁଆଁସ ସ୍ଥିତ କଂଟାବଣିଆ ଗ୍ରାମରେ ମଦରସା ଫୈଜ଼ାନେ ଗରିବ ନୱାଜ ରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ମଦରସା ସଭାପତି ଶେଖ ଗୋଲାମ ମହମ୍ମଦ ଜାତୀୟ ପତାକା ଉତୋଳନ କରିଛନ୍ତି ଓ ମୁସଲିମ ଜମାତର ସମ୍ପାଦକ ହାଜି ଅବଦୁଲ ମୁକିତ ଖାନ, ମଦରସା ସମ୍ପାଦକ ଶେଖ ସାହିଦ ରଫିକ , ଇସ୍ତିୟାକ ଖାନ, ଶେଖ ଅବଦୁଲ ବାରୀ, ଶେଖ ଆସିକ, ଅବଦୁଲ ରହିମ ଆବିଦ ଅଲି, ଶିକ୍ଷକ ହାଫିଜ଼ ଓ କାରୀ ୱାଲିଉର ରେହେମାନ, ଶିକ୍ଷକ ହାଫିଜ଼ ଓ କାରୀ ଇଜ଼ାଜ଼ ଅହେମଦ ଏବଂ ମଦରସା ର ସମସ୍ତ ସଭ୍ୟ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande