ଉତରାଂଚଳ ରାଜସ୍ୱ ଆୟୁକ୍ତ ଏବଂ କ୍ରୀଡା ସଚିବଙ୍କ ସମୀକ୍ଷା
ସମ୍ବଲପୁର, ୧୬ ଅଗଷ୍ଟ (ହି.ସ.) - ଆଜି ଉତରାଂଚଳ ରାଜସ୍ୱ ଆୟୁକ୍ତ ଏବଂ କ୍ରୀଡା ଏବଂ ଯୁବ ସେବା ବିଭାଗ, ସଚିନ ରାମଚନ୍ଦ୍ର ଜାଧବ, ସମ୍ବଲପୁର ଜିଲ୍ଲାର ମୁଖ୍ୟ କ୍ରୀଡା ସୁବିଧା ସ୍ଥଳଗୁଡିକର ବିସ୍ତୃତ ନିରୀକ୍ଷଣ କରିଥିଲେ। ଭି.ଏସ.ଏସ୍ ଷ୍ଟାଡିୟମ୍‌, ଜି.ଆଇ.ଏଚ୍ ବୁର୍ଲା, ମନ୍ଦେଲିଆ ପଡ଼ିଆ ପରିଦର୍ଶନ କରିଥିଲ
ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ  ଏବଂ କ୍ରୀଡା ସଚିବଙ୍କ  ସମୀକ୍ଷା


ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ  ଏବଂ କ୍ରୀଡା ସଚିବଙ୍କ  ସମୀକ୍ଷା


ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ  ଏବଂ କ୍ରୀଡା ସଚିବଙ୍କ  ସମୀକ୍ଷା


ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ  ଏବଂ କ୍ରୀଡା ସଚିବଙ୍କ  ସମୀକ୍ଷା


ସମ୍ବଲପୁର, ୧୬ ଅଗଷ୍ଟ (ହି.ସ.) - ଆଜି ଉତରାଂଚଳ ରାଜସ୍ୱ ଆୟୁକ୍ତ ଏବଂ କ୍ରୀଡା ଏବଂ ଯୁବ ସେବା ବିଭାଗ, ସଚିନ ରାମଚନ୍ଦ୍ର ଜାଧବ, ସମ୍ବଲପୁର ଜିଲ୍ଲାର ମୁଖ୍ୟ କ୍ରୀଡା ସୁବିଧା ସ୍ଥଳଗୁଡିକର ବିସ୍ତୃତ ନିରୀକ୍ଷଣ କରିଥିଲେ। ଭି.ଏସ.ଏସ୍ ଷ୍ଟାଡିୟମ୍‌, ଜି.ଆଇ.ଏଚ୍ ବୁର୍ଲା, ମନ୍ଦେଲିଆ ପଡ଼ିଆ ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ଶ୍ରୀ ଜାଧବ ବର୍ତମାନର ସ୍ଥିତିକୁ ସମୀକ୍ଷା କରିବା ସହ ଉନ୍ନତି ଏବଂ ବିସ୍ତାର ପାଇଁ ଯୋଜନା ବିଷୟରେ ଆଲୋଚନା କରିଥିଲେ।

ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ରେହାନ ଖେତ୍ରୀ, ପ୍ରୋବେସନାରୀ ଆଇଏଏସ୍ ଶୁଭ୍ରା ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମୃତ ଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande