ଅଗ୍ନିଶମ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୧୮ ଅଗଷ୍ଟ (ହି.ସ.)- ଜୟପୁର ସ୍ଥିତ ସମନ୍ୱିତ ଶିଶୁ ବିକାଶ ଅଧିକାରିଙ୍କ କାର୍ଯ୍ୟ।ଳୟରେ ଆଜି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଗ୍ନିଶମ ବିଭାଗ ଜୟପୁର ତରଫରୁ ସଚେତନ କରାଯାଇଛି । ସହକାରି ଅଗ୍ନିଶମ ଅଧିକାରି ସୁରେଶ କୁମାର ବାରିକ ଓ ଟିମ ଉପସ୍ଥିତ ରହି ସଚେତନ କରିଥିଲେ । ସିଡିପିଓ
ଅଗ୍ନିଶମ ବିଭାଗ ତରଫରୁ ସଚେତନତା କାଯ୍ୟକ୍ରମ


ଜୟପୁର, ୧୮ ଅଗଷ୍ଟ (ହି.ସ.)- ଜୟପୁର ସ୍ଥିତ ସମନ୍ୱିତ ଶିଶୁ ବିକାଶ ଅଧିକାରିଙ୍କ କାର୍ଯ୍ୟ।ଳୟରେ ଆଜି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଗ୍ନିଶମ ବିଭାଗ ଜୟପୁର ତରଫରୁ ସଚେତନ କରାଯାଇଛି । ସହକାରି ଅଗ୍ନିଶମ ଅଧିକାରି ସୁରେଶ କୁମାର ବାରିକ ଓ ଟିମ ଉପସ୍ଥିତ ରହି ସଚେତନ କରିଥିଲେ । ସିଡିପିଓ କାଞ୍ଚନ ପଣ୍ଡାଙ୍କ ସହ ସୁପର ଭାଇଜର, ଅଙ୍ଗନବାଡି କର୍ମି ଓ ହେଲପରଙ୍କୁ ସଚେତନ କରିଥିଲେ । ବନ୍ୟା ସମୟରେ କିପରି ନିଜେ ସୁରକ୍ଷିତ ରହି ଅନ୍ୟର ଜୀବନ ରକ୍ଷା କରିବା ସହ ଗ୍ୟାସ ସିଲିଣ୍ଡର ନିରାପଦ ବ୍ୟବହାର ଉପରେ ସଚେତନତା କରାଯାଇଥିବା ଜୟପୁର ସହକାରି ଅଗ୍ନିଶମ ଅଧିକାରି ସୁରେଶ ଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande