ଆସନ୍ତା 4 ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ
ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- କଂଗ୍ରେସ ଭବନରେ ଆଜି ରାଜ୍ୟ କଂଗ୍ରେସ ପିଇସି କମିଟିର ବଡ଼ ବୈଠକ ବସିଛି । ଭୋଟ ଚୋରି ନେଇ କଂଗ୍ରେସ ପିଇସି ବୈଠକରେ ବଡ଼ ନିଷ୍ପତି ହୋଇଛି। ଆସନ୍ତା 4 ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ । ରାଜ୍ୟ କଂଗ୍ରେସ ଭବ
ଆସନ୍ତା 4 ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ       କଂଗ୍ରେସ


ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)- କଂଗ୍ରେସ ଭବନରେ

ଆଜି ରାଜ୍ୟ କଂଗ୍ରେସ ପିଇସି କମିଟିର ବଡ଼ ବୈଠକ ବସିଛି । ଭୋଟ ଚୋରି ନେଇ କଂଗ୍ରେସ ପିଇସି ବୈଠକରେ

ବଡ଼ ନିଷ୍ପତି ହୋଇଛି। ଆସନ୍ତା 4

ରେ ରାଜ୍ୟ ନିର୍ବାଚନ କମିଶନ ଆଗରେ ଧାରଣା ଦେବ କଂଗ୍ରେସ । ରାଜ୍ୟ କଂଗ୍ରେସ ଭବନରୁ ବାହାରି

ନିର୍ବାଚନ କମିଶନ ଯାଏ ପଦଯାତ୍ରାରେ ଯିବେ କଂଗ୍ରେସ ନେତା । ଶିକ୍ଷା କ୍ଷେତ୍ରରେ ଆଡ଼ମିସନ ବେଳେ

ଓବିସିକୁ ସଂରକ୍ଷଣ ଦିଆଯାଇ ନାହିଁ । ଆସନ୍ତା 21 ରେ ଶିକ୍ଷା ବିଭାଗ

ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ପିଇସି କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଥିବା

କହିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏଥିରେ

ଦଳର ପିଇସି କମିଟି ସଦସ୍ୟ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande