ଛତିଶଗଡର ବିଜାପୁରରେ ଆଇଇଡି ବ୍ଲାଷ୍ଟ, ଡିଆରଜିର ଜଣେ ଯବାନ ସହିଦ, 3 ଆହତ
ବିଜାପୁର, 18 ଅଗଷ୍ଟ (ହି.ସ.)- ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲା ବିଜାପୁରର ଭୋପାଳପଟ୍ଟନମ ଅଞ୍ଚଳର ଉଲ୍ଲୁର ଜଙ୍ଗଲ ଅଞ୍ଚଳରେ ସୋମବାର ସକାଳେ ନକ୍ସଲମାନେ ଆଇଇଡିବିସ୍ଫୋରଣ କରିଥିଲେ, ଏଥିରେ ଜଣେ ଡିଆରଜିଯବାନ ସହିଦ ହୋଇଛନ୍ତି।ଯବାନ ଜଣକ ହେଲେ ଦିନେଶ ନାଗ ।ଏହି ବିସ୍ଫୋରଣରେ ଆଉ
ଛତିଶଗଡର ବିଜାପୁରରେ     ଆଇଇଡି ବ୍ଲାଷ୍ଟ, ଡିଆରଜିର ଜଣେ ଯବାନ ସହିଦ, 3 ଆହତ


ବିଜାପୁର, 18 ଅଗଷ୍ଟ (ହି.ସ.)- ଛତିଶଗଡ଼ର

ନକ୍ସଲ ପ୍ରଭାବିତ ଜିଲ୍ଲା ବିଜାପୁରର ଭୋପାଳପଟ୍ଟନମ ଅଞ୍ଚଳର ଉଲ୍ଲୁର ଜଙ୍ଗଲ ଅଞ୍ଚଳରେ ସୋମବାର

ସକାଳେ ନକ୍ସଲମାନେ ଆଇଇଡିବିସ୍ଫୋରଣ କରିଥିଲେ, ଏଥିରେ ଜଣେ ଡିଆରଜିଯବାନ ସହିଦ ହୋଇଛନ୍ତି।ଯବାନ ଜଣକ ହେଲେ ଦିନେଶ ନାଗ ।ଏହି ବିସ୍ଫୋରଣରେ ଆଉ

ତିନି ଜଣ ଯବାନ ଆହତ ହୋଇଛନ୍ତି ।

ଭୋପାଳପଟ୍ଟନମ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଚିକିତ୍ସା ଚାଲିଛି। ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande