ଏଚଡିଏଫସି ବ୍ୟାଙ୍କ ତରଫରୁ ଆୟୋଜିତ 'ରକ୍ତଦାନ ଶିବିର' ର ଶୁଭାରମ୍ଭ କଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.) - ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଏଚଡିଏଫସି ବ୍ୟାଙ୍କ ତରଫରୁ ଆୟୋଜିତ ''ରକ୍ତଦାନ ଶିବିର'' ର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ୟର ଜୀବନ ରକ୍ଷା ପାଇଁ ରକ୍ତ
ଏଚଡିଏଫସି ବ୍ୟାଙ୍କ ତରଫରୁ     ଆୟୋଜିତ 'ରକ୍ତଦାନ ଶିବିର' ର     ଶୁଭାରମ୍ଭ କଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 18 ଅଗଷ୍ଟ (ହି.ସ.)

- ଭୁବନେଶ୍ବର

ନୟାପଲ୍ଲୀ ସ୍ଥିତ ଏଚଡିଏଫସି ବ୍ୟାଙ୍କ ତରଫରୁ ଆୟୋଜିତ 'ରକ୍ତଦାନ ଶିବିର' ର ଶୁଭାରମ୍ଭ କରିଛନ୍ତି

ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଅନ୍ୟର ଜୀବନ

ରକ୍ଷା ପାଇଁ ରକ୍ତ ଦାନ ଭଳି ଏକ ମହତ କାମ ପାଇଁ ଆଗେଇ ଆସିଥିବା ବ୍ୟାଙ୍କର କର୍ମଚାରୀ ବିଶେଷ

କରି ସମସ୍ତ ରକ୍ତଦାତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ପ୍ରୟାସ ନିଶ୍ଚିତ ଭାବେ ରକ୍ତ

ଅଭାବକୁ ଦୂର କରିବା ସହ ଅନ୍ୟମାନଙ୍କୁ ରକ୍ତଦାନ କାର୍ଯ୍ୟରେ ସାମିଲ ହେବା ପାଇଁ ପ୍ରେରଣା ଦେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande