୪୦ ଦିନର ପାରୋଲରେ ଜେଲରୁ ବାହାରକୁ ଆସିଲେ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ
ରୋହତକ, ୫ ଅଗଷ୍ଟ (ହି.ସ.)-ସାଧ୍ୱୀ ଯୌନ ଶୋଷଣ ମାମଲାରେ ସୁନାରିୟା ଜେଲରେ ସଜା କାଟୁଥିବା ଡେରା ମୁଖ୍ୟ ରାମ ରହିମଙ୍କୁ ୪୦ ଦିନର ପେରୋଲ ମିଳିଛି। ମଙ୍ଗଳବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ରାମ ରହିମ ଜିଲ୍ଲା କାରାଗାରରୁ ବାହାରକୁ ଆସିଥିଲେ।ମଙ୍ଗଳବାର ସକାଳ ପ୍ରାୟ ୭ଟାରେ
୪୦ ଦିନର ପାରୋଲରେ ଜେଲରୁ ବାହାରକୁ ଆସିଲେ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ


ରୋହତକ, ୫ ଅଗଷ୍ଟ (ହି.ସ.)-ସାଧ୍ୱୀ

ଯୌନ ଶୋଷଣ ମାମଲାରେ ସୁନାରିୟା ଜେଲରେ ସଜା କାଟୁଥିବା ଡେରା ମୁଖ୍ୟ ରାମ ରହିମଙ୍କୁ ୪୦ ଦିନର ପେରୋଲ

ମିଳିଛି। ମଙ୍ଗଳବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ରାମ ରହିମ ଜିଲ୍ଲା କାରାଗାରରୁ ବାହାରକୁ

ଆସିଥିଲେ।ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ ଜିଲ୍ଲା କାରାଗାର

ସୁନାରିୟାରୁ ୪୦ ଦିନର ପେରୋଲରେ ବାହାରକୁ

ଆସିଥିଲେ। ଏହି ସମୟରେ ଜେଲ ପରିସରରେ ସୁରକ୍ଷାର ଅତିରିକ୍ତ ବ୍ୟବସ୍ଥା କରାଯାଇଥିଲା।ଚଳିତ ବର୍ଷ ୯ଅପ୍ରେଲରେ

ରାମ ରହିମ ୨୧ ଦିନର ପେରୋଲରେ ବାହାରକୁ ଆସିଥିଲେ ଏବଂ ଏହା ୧୪ତମ ଥର ଜେଲରୁ ବାହାରକୁ ଆସିଛି।

ଜେଲ ଅଧୀକ୍ଷକ ସତ୍ୟବାନ କହିଛନ୍ତି ଯେ ଜେଲ ନିୟମ ଅନୁଯାୟୀ ରାମ ରହିମଙ୍କୁ ପାରୋଲ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande