ସୁନା ବଜାରରେ ଚମକୁଛି ସୁନା, ରୂପାରେ କୌଣସି ପରିବର୍ତ୍ତନ ନାହିଁ
ନୂଆଦିଲ୍ଲୀ, 5 ଅଗଷ୍ଟ(ହି.ସ.)- ଘରୋଇ ସୁନା ବଜାରରେ ଆଜି ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଧାରା ରହିଛି। ସୁନା ଆଜି 1,510 ଟଙ୍କା ବୃଦ୍ଧି ପାଇ 1,650 ଟଙ୍କା ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ ମହଙ୍ଗା ହୋଇ ପୁଣି ଥରେ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରିଛି। ତଥାପି ରୂପାର ମୂଲ୍ୟରେ ଆ
ସୁନା ବଜାରରେ ଚମକୁଛି ସୁନା, ରୂପାରେ କୌଣସି ପରିବର୍ତ୍ତନ ନାହିଁ


ନୂଆଦିଲ୍ଲୀ, 5 ଅଗଷ୍ଟ(ହି.ସ.)- ଘରୋଇ

ସୁନା ବଜାରରେ ଆଜି ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଧାରା ରହିଛି। ସୁନା ଆଜି 1,510 ଟଙ୍କା ବୃଦ୍ଧି ପାଇ 1,650 ଟଙ୍କା ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ

ମହଙ୍ଗା ହୋଇ ପୁଣି ଥରେ ଏକ ଲକ୍ଷ ଟଙ୍କା ସ୍ତର ଅତିକ୍ରମ କରିଛି। ତଥାପି ରୂପାର ମୂଲ୍ୟରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ।ମୂଲ୍ୟ

ବୃଦ୍ଧି ଯୋଗୁଁ ଆଜି ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ୍ ସୁନା 10 ଗ୍ରାମକୁ 1,01,410 ଟଙ୍କାରୁ 1,01,560 ଟଙ୍କା ପ୍ରତି 10ଗ୍ରାମ

ସ୍ତରରେ କାରବାର କରୁଛି। ସେହିପରି, 22 କ୍ୟାରେଟ୍ ସୁନା

ମଧ୍ୟ ଆଜି 92,960 ଟଙ୍କାରୁ 93,110 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ

ବିକ୍ରି ହେଉଛି। ଚାନ୍ଦି ମୂଲ୍ୟରେ କୌଣସି

ପରିବର୍ତ୍ତନ ନ ହେବା ଯୋଗୁଁ ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ ଆଜି 1,12,900 ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।ଦିଲ୍ଲୀରେ ୨୪

କ୍ୟାରେଟ୍ ସୁନା ଆଜି ୧,୦୧,୫୬୦ ଟଙ୍କା ପ୍ରତି ପ୍ରତି

୧୦ ଗ୍ରାମ ସ୍ତରରେ କାରବାର ହେଉଥିବାବେଳେ ୨୨

କ୍ୟାରେଟ୍ ସୁନାର ମୂଲ୍ୟ ୯୩,୧୧୦ ଟଙ୍କା ପ୍ରତି ୧୦ ଗ୍ରାମ ରେକର୍ଡ କରାଯାଇଛି।

ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ୧,୦୧,୪୧୦ ଟଙ୍କା ପ୍ରତି

୧୦ ଗ୍ରାମ ଏବଂ ୨୨ କ୍ୟାରେଟ୍ ସୁନା ୯୨,୯୬୦ ଟଙ୍କା ପ୍ରତି

୧୦ ଗ୍ରାମ ସ୍ତରରେ ବିକ୍ରି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande