ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ, ମୁଗଲ ରୋଡରେ ଯାନବାହାନ ଚଳାଚଳ ଜାରି
ଜମ୍ମୁ, 5 ଅଗଷ୍ଟ (ହି.ସ.)- ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ, ମୁଗଲ ରୋଡରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ ଜାରି ରହିଛି। ଏହା ବ୍ୟତୀତ ସିନ୍ଥନ ରୋଡ ଏବଂ ଏସଏସଜି ରୋଡ ମଧ୍ୟ ଆଜି ଯାତାୟାତ ପାଇଁ ଖୋଲା ରହିଛି।ସୂଚନା ଅନୁଯାୟୀଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ, ମୁଗଲ ରୋଡରେ ଯାନବାହାନ ଚଳାଚଳ ଜାରି


ଜମ୍ମୁ, 5 ଅଗଷ୍ଟ (ହି.ସ.)- ଜମ୍ମୁ-ଶ୍ରୀନଗର

ଜାତୀୟ ରାଜପଥ, ମୁଗଲ ରୋଡରେ ଯାନବାହାନ ଚଳାଚଳ ସ୍ୱାଭାବିକ ଭାବରେ

ଜାରି ରହିଛି। ଏହା ବ୍ୟତୀତ ସିନ୍ଥନ ରୋଡ ଏବଂ ଏସଏସଜି ରୋଡ ମଧ୍ୟ ଆଜି ଯାତାୟାତ ପାଇଁ ଖୋଲା

ରହିଛି।ସୂଚନା ଅନୁଯାୟୀଜମ୍ମୁ-ଶ୍ରୀନଗର

ଜାତୀୟ ରାଜପଥ ଛୋଟ ଯାନବାହାନ ପାଇଁ ଆଜି ଉଭୟ ପାର୍ଶ୍ୱରୁ ଖୋଲାଥିବାବେଳେ ବଡ଼

ଯାନବାହାନଗୁଡ଼ିକୁ କେବଳ ଜମ୍ମୁରୁ ଶ୍ରୀନଗର ଯିବାକୁ ଅନୁମତି ଦିଆଯାଇଛି। ଏହାର ବିପରୀତକୌଣସି ବଡ଼ ଯାନକୁ ଶ୍ରୀନଗରରୁ

ଜମ୍ମୁ ଯିବାକୁ ଅନୁମତି ଦିଆଯାଇ ନାହିଁ। ସମସ୍ତ ଯାନବାହାନକୁ କେବଳ ସେମାନଙ୍କର ନିର୍ଦ୍ଧାରିତ

ସମୟ ଅନୁସାରେ ଯିବାକୁ ଅନୁମତି ଦିଆଯାଇଛି। କଟକଣା ସମୟ ପରେକୌଣସି ଯାନକୁ ଜମ୍ମୁରୁ

ଶ୍ରୀନଗର କିମ୍ବା ଶ୍ରୀନଗରରୁ ଜମ୍ମୁ ଯିବାକୁ ଅନୁମତି ଦିଆଯାଇ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande