ସତ୍ୟପାଲ ମଲିକଙ୍କ ବିୟୋଗରେ ପିଏମ ମୋଦିଙ୍କ ଶୋକ
ନୂଆଦିଲ୍ଲୀ, 5 ଅଗଷ୍ଟ (ହି.ସ.)- ସତ୍ୟପାଲ ମଲିକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ସତ୍ୟପାଲ ମଲିକଙ୍କ ବିୟୋଗରେ ଦୁଃଖିତ । ଏହି ଦୁଃଖ ସମୟରେ ମୋର ସମବେଦନ
ସତ୍ୟପାଲ ମଲିକଙ୍କ     ବିୟୋଗରେ ପିଏମ ମୋଦିଙ୍କ ଶୋକ


ନୂଆଦିଲ୍ଲୀ, 5 ଅଗଷ୍ଟ (ହି.ସ.)- ସତ୍ୟପାଲ

ମଲିକଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ସତ୍ୟପାଲ ମଲିକଙ୍କ ବିୟୋଗରେ

ଦୁଃଖିତ । ଏହି ଦୁଃଖ ସମୟରେ ମୋର ସମବେଦନା ତାଙ୍କ ପରିବାର ଓ ସମର୍ଥକଙ୍କ ସହିତ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande