250 ଗିଗାୱାଟ ସବୁଜ ଶକ୍ତି କ୍ଷମତାର ଐତିହାସିକ ଉପଲବ୍ଧି ହାସଲ କଲା ଭାରତ
ନୂଆଦିଲ୍ଲୀ, 10 ସେପ୍ଟେମ୍ବର (ହି.ସ.)- ଦେଶରେ ସବୁଜ ସ୍ରୋତରୁ ଉତ୍ପାଦିତ ଶକ୍ତି ୨୫୦ ଗିଗାୱାଟ୍‌କୁ ପହଞ୍ଚିଛି। ଏହା ଗୋଟିଏ ଐତିହାସିକ ଉପଲବ୍ଧି ଅତୁଟ। ଏହି ସଫଳତାକୁ ସୂର୍ଯ୍ୟ ଶକ୍ତି, ପବନ ଶକ୍ତି, ଜଳ ଶକ୍ତି ଓ ଜୈବ ଶକ୍ତି ପରି ସ୍ୱଚ୍ଛ ଶକ୍ତି ଉତ୍ସମାନଙ୍କ ସମନ୍ୱିତ ବ୍ୟବହାର ଦ୍ୱାର
250 ଗିଗାୱାଟ ସବୁଜ ଶକ୍ତି     କ୍ଷମତାର ଐତିହାସିକ ଉପଲବ୍ଧି ହାସଲ କଲା ଭାରତ


ନୂଆଦିଲ୍ଲୀ, 10 ସେପ୍ଟେମ୍ବର (ହି.ସ.)- ଦେଶରେ ସବୁଜ

ସ୍ରୋତରୁ ଉତ୍ପାଦିତ ଶକ୍ତି ୨୫୦ ଗିଗାୱାଟ୍‌କୁ ପହଞ୍ଚିଛି। ଏହା ଗୋଟିଏ ଐତିହାସିକ ଉପଲବ୍ଧି ଅତୁଟ। ଏହି ସଫଳତାକୁ ସୂର୍ଯ୍ୟ ଶକ୍ତି,

ପବନ ଶକ୍ତି, ଜଳ ଶକ୍ତି ଓ ଜୈବ ଶକ୍ତି ପରି ସ୍ୱଚ୍ଛ ଶକ୍ତି ଉତ୍ସମାନଙ୍କ ସମନ୍ୱିତ ବ୍ୟବହାର ଦ୍ୱାରା ହାସଲ କରାଯାଇଛି।

କେନ୍ଦ୍ରୀୟ ବନ୍ଦର,

ପୋତ ପରିବହନ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଏହି ଉପଲବ୍ଧିକୁ ନେଇ ଖୁସି ପ୍ରକାଶ କରି ଏହାକୁ

ଏକ ସ୍ୱଚ୍ଛ ଶକ୍ତି

ବିପ୍ଲବରେ ମାଇଲଷ୍ଟୋନ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ବିଶ୍ୱ ନବୀକରଣୀୟ ନେତା ଭାବେ ନିଜ ସ୍ଥିତିକୁ ଆହୁରି

ମଜବୁତ କରୁଛି। ଏହି ଉପଲବ୍ଧି ଭାରତର ସ୍ୱଚ୍ଛ ଓ ସସ୍ତାୟୀ ଭବିଷ୍ୟତ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ଏକ ନୂଆ ଆକାର ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande