ଡିପିଓକୁ ମାସିକ ଓ ତ୍ରୈମାସିକ ଆଧାରରେ ରିପୋର୍ଟ ଦେବାକୁ ଟ୍ରାଇର ନିର୍ଦ୍ଦେଶ
ନୂଆଦିଲ୍ଲୀ, 10 ସେପ୍ଟେମ୍ବର (ହି.ସ.)- ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କେବଳ ଟିଭି ଓ ଡିଟିଏଚପରି ବିତରଣ ପ୍ଲାଟଫର୍ମ ଅପରେଟରମାନଙ୍କୁ (ଡିପିଓ) ମାସିକ ଓ ତ୍ରିମାସିକ ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଏହି ଅପରେଟରମାନେ ମଧ୍ୟରେ ଡିଟିଏଚକମ୍ପାନୀ, ମଲ୍ଟି ସିଷ୍ଟ
ଡିପିଓକୁ ମାସିକ ଓ     ତ୍ରୈମାସିକ ଆଧାରରେ ରିପୋର୍ଟ ଦେବାକୁ ଟ୍ରାଇର ନିର୍ଦ୍ଦେଶ


ନୂଆଦିଲ୍ଲୀ, 10 ସେପ୍ଟେମ୍ବର (ହି.ସ.)- ଭାରତୀୟ

ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) କେବଳ ଟିଭି ଓ ଡିଟିଏଚପରି ବିତରଣ ପ୍ଲାଟଫର୍ମ ଅପରେଟରମାନଙ୍କୁ (ଡିପିଓ) ମାସିକ ଓ ତ୍ରିମାସିକ ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି।

ଏହି ଅପରେଟରମାନେ ମଧ୍ୟରେ ଡିଟିଏଚକମ୍ପାନୀ, ମଲ୍ଟି ସିଷ୍ଟମ୍ ଅପରେଟର, ହେଡ଼ଏଣ୍ଡ-ଇନ-ଦ-ସ୍କାଏ ଓ ଆଇପିଟିଭିସେବା ପ୍ରଦାନକାରୀମାନେ ସାମିଲ ଅଛନ୍ତି।

ଟ୍ରାଇଏହି ନିର୍ଦ୍ଦେଶ ଦୂରସଂଚାର ଅଧିନିୟମ 1997 ର ଧାରା 12

ଅନୁସାରେ ଜାରି କରିଛି, ଯାହାର ଉଦ୍ଦେଶ୍ୟ

ହେଉଛି ସେବା ଗୁଣାତ୍ମକତା ଓ ନିୟମାନୁସାରିତା ଉପରେ ନଜର ରଖିବା।

ଟ୍ରାଇର ଏହି ନୂଆ ନିୟମ

ଅନୁସାରେ, ସମସ୍ତ ଡିପିଓମାନେ ପ୍ରତି ମାସ ଶେଷରୁ 10 ଦିନ ମଧ୍ୟରେ ଏକ ମାସିକ

ରିପୋର୍ଟଏବଂ ତ୍ରିମାସିକ

ଶେଷରୁ 15 ଦିନ ମଧ୍ୟରେ ତ୍ରିମାସିକ ରିପୋର୍ଟ ଦାଖଲ କରିବାକୁ ବାଧ୍ୟ ହେବେ।

ଏହି ରିପୋର୍ଟଗୁଡିକ ଟାରିଫ୍

(ଶୁଳ୍କ), ଇଣ୍ଟରକନେକ୍ସନ୍ ଓ

ସେବା ଗୁଣବତ୍ତା ନିୟମର ଅନୁସରଣ ଉପରେ ଆଧାରିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande