ବିଜେଡିର କୃଷକ ସମାବେଶରୁ ଦୁରେଇ ରହିଲେ ରାଜା ସ୍ୱାଇଁ ଓ ଅରୁଣ ସାହୁ
ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ବିଜେଡିର କୃଷକ ସମାବେଶରୁ ଦୁରେଇ ରହିଲେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ବିଧାୟକ । ଉଭୟ ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନ ପଟ୍ଟନାୟକଙ୍କ ସରକାର ରେ ଦୀର୍ଘ ଦିନ ଧରି କୃଷି ଓ ସମ
ବିଜେଡିର କୃଷକ ସମାବେଶରୁ     ଦୁରେଇ ରହିଲେ ରାଜା ସ୍ୱାଇଁ ଓ ଅରୁଣ ସାହୁ


ଭୁବନେଶ୍ୱର, 15 ସେପ୍ଟେମ୍ବର (ହି.ସ.)- ବିଜେଡିର କୃଷକ

ସମାବେଶରୁ ଦୁରେଇ ରହିଲେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ

ବିଧାୟକ । ଉଭୟ ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ

ସ୍ୱାଇଁ ନବୀନ ପଟ୍ଟନାୟକଙ୍କ ସରକାର ରେ ଦୀର୍ଘ ଦିନ ଧରି କୃଷି ଓ ସମବାୟ ମନ୍ତ୍ରୀ ରହିଥିଲେ । ଲଗାତାର

୨୦ ଦିନ ଧରି ଦଳରେ କନ୍ଦଳ ବୃଦ୍ଧି ପାଉଥିବାରୁ ସେଥିରେ ବ୍ରେକ ଦେବା ଲାଗି କର୍ମୀ ଏକ କରିବା

ପାଇଁ ବିଜେଡି ଚାଷୀ ଆନ୍ଦୋଳନର ଡ଼ାକରା ଦେଇଥିଲା । ପ୍ରେସମିଟରେ ୧୭ ତାରିଖରେ ଆନ୍ଦୋଳନ

କରିବାକୁ ଘୋଷଣା କରିଥିବା ବେଳେ ପ୍ରଫୁଲ୍ଲ ମଲିକଙ୍କ ବୟାନକୁ ଦେଖି ୧୫ରେ ଆନ୍ଦୋଳନ କରାଯିବ

ବୋଲି ପ୍ରେସ ରିଲିଜ ଦେଇଥିଲା ବିଜେଡି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande